Ananya Mahakabya Shri Gitagobinda

by Mohapatra, Premananda
ISBN: 9781645604389
Availability:
null

Available Offers


Pickup at {0} Out of stock at {0} Check other stores
FREE
Ship to Me
$3.99

Overview

ସଂସ୍କୃତ ବାଙ୍]ମୟ ଜଗତର କାଳଜୟୀ ପ୍ରତିଭା ହେଉଛନ୍ତି କବିରାଜ ଶ୍ରୀଜୟଦେବ । ଶ୍ରୀଗତଗୋବିନ୍ଦ ଗ୍ରନ୍ଥକୁ ପ୍ରଫେସର ମହାପାତ୍ର ସମ୍ପାଦନା ଓ ଆଲୋଚନା କରିଛନ୍ତି । ପ୍ରଫେସର ମହାପାତ୍ର ପ୍ରତିପାଦନ କରିଛନ୍ତି ଯେ ଶ୍ରୀଗୀତଗୋବିନ୍ଦରେ ଭକ୍ତିଭାବନା, ଶୃଙ୍ଗାରୀଚେତନା, ଭାବ ଓ ଆବେଗର ସମନ୍ୱୟ, ଗୀତିମୟତା, ନାଟକୀୟତା କାନ୍ତ କୋମଳ ପଦାବଳୀର ପ୍ରୟୋଗ ଏହାକୁ କାଳଜୟୀ କରିପାରିଛି । 'ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ' ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।

  • Format: Trade Paperback
  • Author: Mohapatra, Premananda
  • ISBN: 9781645604389
  • Condition: New
  • Dimensions: 8.50 x 0.45
  • Number Of Pages: 194
  • Publication Year: 2023
Language: Oriya